କାଳେ କାଳେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳେ କାଳେ
ଉଚ୍ଚାରଣ: Kāḻe kāḻe

ଦେ. କ୍ରି. ବିଣ —

୧: ବହୁକାଳ ହେଲା; ଆବହମାନ କାଳରୁ —From time immemorial; for ages past.

୨: ଯୁଗେ ଯୁଗେ; ଯୁଗଯୁଗାନ୍ତରେ — ୨. From time to time; from age to age.

୩: ଚିରକାଳ —୩. For ever.

ସେହି ପ୍ରକାରେ କର୍ମ ଭୋଗ, କାଳେ କାଳେ ନୋହେ ସଂଯୋଗ ପ୍ରାଚୀ. ନିର୍ଗୁଣମାହାତ୍ସ୍ୟ