କାଶୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶୁ
ଉଚ୍ଚାରଣ: Kāsdot;u
হিডলীবাদাম काजु

ବୈଦେ. ପ୍ରାଦେ. (ଗଞ୍ଜାମ)ବି. (ଇଂ. କାଶ୍ଯୁ) —

୧: ବାଜାମ୍ବ ବା ଲଙ୍କାଆମ୍ବ(ଗଛ ଓ ଫଳ) — ୧. Cashewnut (tree and fruit).

୨: (ତେ)— ସୁନାନୋହର ବା ମଉଡରମାଳ — ୨. A necklace of gold coins.