କାଶ୍ମୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ମୀର
ଉଚ୍ଚାରଣ: Kāṡmīra

ସଂ. ବି. (କଶ୍ମୀର+ନିବାସାର୍ଥେ. ଅ; ଅଥବା କାଶ୍ ଧାତୁ= ଦୀପ୍ତି ପାଇବା+ମୀର) —

୧: ଭାରତର ଉତ୍ତର— ପୂର୍ବକୋଣସ୍ଥ ହିନ୍ଦୁରାଜାଙ୍କ ଶାସିତ ଦେଶ — ୧. Kashmere;a Hindu state in the northwest of India.

୨: ପୂଷ୍ପରମୂଳ; ପଦ୍ମମୂଳ —୨. The root of lotus plant; roof of Costus Specisus.

୩: କୁଙ୍କୁମ; ଜାଫ୍ରାନ୍ —୩. Saffron.

୪: ଟାଙ୍ଗଣା —୪. Alum; borax.

୫: କାଶ୍ମୀରର ରାଜା —୫. King of Kashmere.

୬: କାଶ୍ମୀର ଅଧୀବାସୀ ବ୍ୟକ୍ତି — ୬. A resident of Kashmere.

ସଂ. ବିଣ —

୧: କାଶ୍ମୀର ଦେଶ ସଂଭୂତ — ୧. Born in or belonging to Kashmere.

୨: କାଶ୍ମୀର ଅଧିବାସୀ — ୨. Inhabiting the Kashmere country.