କାଶ୍ମୀରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ମୀରୀ
ଉଚ୍ଚାରଣ: kāṡmīrī

ସଂ. ବି. ସ୍ତ୍ରୀ. (କାଶ୍ମୀର+ସ୍ତ୍ରୀ. ଇ) —

ଗମ୍ଭାରୀ (ଦେଖ) Gambhārī (See)

ଦେ. ବି. —

କାଶ୍ମୀର ଦେଶଜାତ କୁଣ୍ଡଳିଶିଙ୍ଘବିଶିଷ୍ଟ ବଡ ଛେଳି —A goat of large breed belonging to Kashmere, with spiral horns.

ଦେ. ବିଣ. —

କାଶ୍ମୀରଦେଶୀୟ — Belonging to Kashmere country.