କାଷ୍ଟାଉପବାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଟାଉପବାସ
ଉଚ୍ଚାରଣ: Kāshtāupabāsa

ଦେ. ବି. (ସଂ. କଷ୍ଟମୟ ଉପବାସ) —

୧: କାଷ୍ଠାଯୁକ୍ତ ଉପବାସ — ୧. Steady and strict observance of fasting.

୨: ସାମାନ୍ୟ ମାତ୍ରାରେ ସୁଦ୍ଧା ଖାଦ୍ୟ ନ ଖାଇ କରାଯିବା ଉପବାସ —୨. Absolute fasting.

୩: ନିର୍ଜଳ ଉପବାସ — ୩. Fasting without taking even a sip of water.