କାହାଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହାଣୀ
ଉଚ୍ଚାରଣ: Kāhāṇī
কাহিনী कहानो

ଦେ. ବି. (ସଂ. କଥାନିକା; ପ୍ରା. କହାଣୀ) —

୧: ବୃତ୍ତାନ୍ତ; ବିବରଣ — ୧. Description.

୨: ଗପ; ଗଳ୍ପ —୨. Story; tale.

୩: କାଳ୍ପନିକ ନୀତିପୂର୍ଣ୍ଣ ଗଳ୍ପ —୩. Fable.

୪: କଥା; ଦେଶପ୍ରଚଳିତ ଶିଶୁଗଳ୍ପ — ୪. Folktale.