କାହାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହାର
ଉଚ୍ଚାରଣ: Kāhāra
কাহার किसका

ଦେ. ସର୍ବନାମ —

କାହା ୧: (ଦେଖ) Kāhā ୧ (See)

ପ୍ରାଦେ. ବି. (ସଂ. ସ୍କନ୍ଧଧାର) —

୧: (ସିଂହଭୂମ) ଗଉଡ଼ ଜାତି — ୧. The cowherd caste.

୨: (ସମ୍ବଲପୁର; ବିହାର) ବି— ସବାରି ଓ ଭାର ବହିବା ଜାତି; ଭାରବାହକ — ୨. A caste of palki bearers.

ଅନ୍ଧାର ରାତି, କାହାର ଜାତି ସମ୍ବଲପୁର. ଢଗ

୩: (ବସ୍ତର) ବି—ରୋହୀ ମାଛ — ୩. A kind of fish.