କାହିଁ
ଦେଖଣା
କାହିଁ —
ଉଚ୍ଚାରଣ: Kāhiñ
কোথায়
कहाँ
ଦେ. ଅ. (ସଂ. କୁତ୍ରହି) —
୧: କେଉଁଠାରେ — ୧. Where; at which place; at what place.
୨: ଯେ କୌଣସି ସ୍ଥାନରେ — ୨. Anywhere.
୩: କିପରି —୩. How.
ଧରାଧରାଧିପସ୍ତନା ଚରାଚରାନ୍ତେ ତୋ ବିନା ପରାଭବ କାହିଁ ହେବ ନିନ୍ଦା କବିସୂର୍ଯ୍ୟ ସଙ୍ଗୀତ
୪: (ପ୍ରଶ୍ନରୂପକ)—କାହିଁ ନାହିଁ; କେଉଁଠାରେ ନାହିଁ — ୪. (Interrogative form) Not anywhere; nowhere.
ୟର ତତ୍ତେ ନିତ୍ଯେ ଥାଇଁ; ତା ହୃଦେ ଅମଙ୍ଗଳ କାହିଁ ଜଗନ୍ନାଥ. ଭାଗବତ