କାୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାୟ
ଉଚ୍ଚାରଣ: Kāya

ସଂ. ବି. (ଚି ଧାତୁ=ଏକତ୍ର କରିବା+କର୍ମ. ଅ; ଅଥବା କ= ବ୍ରହ୍ମା+ଇ ଧାତୁ=ଗମନ କରିବା+କର୍ତ୍ତୃ. ଅ) —

୧: ଶରୀର; ଦେହ —୧. Body; physical body.

ପ୍ରକୃତି ସ୍ବଭାବେ ବିସ୍ତାରିଣ ଘୋର କାୟ ବିଷ୍ଣୁକେଶବପୁରାଣ

୨: ସମୂହ —୨. Assemblage; mass.

୩: ପ୍ରସର; ବିସ୍ତୁତି —୩. Extent.

୪: ଲକ୍ଷ —୪. Aim; a thing to be attained.

୫: ସ୍ବଭାବ — ୫. Natural temperament; nature.

୬: ଆବାସ; ଗୃହ —୬. A house; residence.

୭: ବ୍ରହ୍ମା —୭. Brahmā.

୮: କୌଣସି ବସ୍ତୁର ସ୍ବାଭାବିକ ଅବସ୍ଥା — ୮. Natural condition or state of a thing.

୯: ମ୍ବଳଧନ —୯. Capital.

୧: କରତଳସ୍ଥ କନିଷ୍ଠାଙ୍ଗୁଳିର ନିମ୍ନ ସ୍ଥାନ, ତର୍ପଣରେ କଳ୍ପିତ ମନୁଷ୍ୟତୀର୍ଥ, ଯେଉଁ ବାଟେ ପିତୃପୁରୁଷ ଓ ସପ୍ତର୍ଷି ଆଦି ମନୁଷ୍ୟଙ୍କୁ ତର୍ପଣଜଳ ଦିଆଯାଏ; ପ୍ରଜାପତି ତୀର୍ଥ — ୧୦. The root of the little finger in the palm of the hand through which on oblation of water is offered to the deceased ancestors at the time of 'Tarpaṇa'.

ପ୍ରାଦେ. (ଭତ୍ରିଭାଖା) ସର୍ବନାମ —

କଅଣ —What.