କିଆପତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଆପତ୍ର
ଉଚ୍ଚାରଣ: Kiāpatra

ଦେ. ବି. (ସଂ. କେତକ ଓ ପତ୍ର) —

ଛୋଟ କିଆପତ୍ର ଆକୃତିବିଶିଷ୍ଟ ସ୍ତ୍ରୀମାନଙ୍କ ଜୁଡ଼ାର ସୁନା ଅଳଙ୍କାରବିଶେଷ — A gold ornament for putting on the chignon or dressed hair of females, resembling small petals of the screwpine plant.

ପ୍ରାଦେ. (ଗଞ୍ଜାମ) ବି —

କଣ୍ଠର ଅଳଙ୍କାରବିଶେଷ — A leaf-like ornament for the neck worn by females.