କିଛି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଛି
ଉଚ୍ଚାରଣ: Kichhi

(file)

কিছু कुछ

ଦେ. ସର୍ବନାମ. (ସଂ. କଞ୍ଚିତ୍; ତୁଳ—ପ୍ରାଚୀନ; ହି. କିଛୁ) —

୧: ଅନିର୍ଦ୍ଧିଷ୍ଟ ପରିମାଣ — ୧. Uncertain quantity.

୨: ଅଳ୍ପପରିମାଣ — ୨. Little quantity; some; a little.

୩: ଅନିର୍ଦ୍ଧିଷ୍ଟ କାର୍ଯ୍ୟ ବା ବସ୍ତୁ — ୩. Anything; some thing.

ଦେ. ବିଣ —

୧: ପରିମାଣରେ ଅଳ୍ପ; କିଞ୍ଚିତ୍; ସାମାନ୍ୟ — ୧. Little; slight.

୨: ସଂଖ୍ୟାରେ ଅଳ୍ପ —୨. Few.

ଦେ. କ୍ରି. ବିଣ —

ଅଳ୍ପ ପରିମାଣରେ — A little; in small quantity.

কিছ; কি कया; कुछ

ଦେ. ଅ—(ପ୍ରଶ୍ନାର୍ଥକ) —

କି? —What?

(ଯଥା—ମୁଁ କିଛି ତୁନି ହୋଇ ବସିଛି?)