କିଛି
ଦେଖଣା
କିଛି —
ଉଚ୍ଚାରଣ: Kichhi
ଧ୍ୱନି | (file) |
কিছু
कुछ
ଦେ. ସର୍ବନାମ. (ସଂ. କଞ୍ଚିତ୍; ତୁଳ—ପ୍ରାଚୀନ; ହି. କିଛୁ) —
୧: ଅନିର୍ଦ୍ଧିଷ୍ଟ ପରିମାଣ — ୧. Uncertain quantity.
୨: ଅଳ୍ପପରିମାଣ — ୨. Little quantity; some; a little.
୩: ଅନିର୍ଦ୍ଧିଷ୍ଟ କାର୍ଯ୍ୟ ବା ବସ୍ତୁ — ୩. Anything; some thing.
ଦେ. ବିଣ —
୧: ପରିମାଣରେ ଅଳ୍ପ; କିଞ୍ଚିତ୍; ସାମାନ୍ୟ — ୧. Little; slight.
୨: ସଂଖ୍ୟାରେ ଅଳ୍ପ —୨. Few.
ଦେ. କ୍ରି. ବିଣ —
ଅଳ୍ପ ପରିମାଣରେ — A little; in small quantity.
কিছ; কি
कया; कुछ
ଦେ. ଅ—(ପ୍ରଶ୍ନାର୍ଥକ) —
କି? —What?
(ଯଥା—ମୁଁ କିଛି ତୁନି ହୋଇ ବସିଛି?)