କିଟିକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଟିକି
ଉଚ୍ଚାରଣ: Kiṭiki

ପ୍ରାଦେ. (ଗଞ୍ଜାମ) ବି —

ଖିଡ଼ିକି; ଝରକା; ପଞ୍ଜର — Window.