କିଟିକିଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଟିକିଟା
ଉଚ୍ଚାରଣ: kiṭikiṭā

ଦେ. ବି —

୧: ଝୋଟ ଦଉଡ଼ି ଓ ବାଉଁଶ ସାହାଯ୍ୟରେ କାନ୍ଥ ବାଡ଼ ବା ଚାଳର କାମଡ଼ା ବତା ଦ୍ବୟକୁ ଭିଡ଼ିବାର ଯନ୍ତ୍ର; କଟକଟି — ୧. Contrivance consisting of a stout but small stick and a string of hemp used

to twist up the bamboos lightly on both sides of a thatch or wall-frame.

୨: ଗୋଡ଼ ବା ହାତର ହୁଗୁଳା ହୋଇଥିବା ମୁଦି ଆଙ୍ଗୁଠିରୁ ଗଳି ନ ପଡ଼ିବା ସକାଶେ ମୁଦି ଆଗରେ ଦିଆଯିବା କସ୍ ଅଗୁଆ — ୨. A tight ring put before a loose one on a finger to prevent the latter to slip out.

୩: କିଟିକିରା (ଦେଖ) ୩. Kiṭikirā (See)

ଦେ. ବିଣ —

କିଟ୍କିଟା (ଦେଖ) kiṭkiṭā (see)