କିଣ୍ଢାକୁଣ୍ଢି ଉଆଁସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଣ୍ଢାକୁଣ୍ଢି ଉଆଁସ
ଉଚ୍ଚାରଣ: Kuṇḍhākuṇḍhi uāñsa

ପ୍ରାଦେ. (ଗଞ୍ଜାମ) ବି —

ଭାଦ୍ର ଅମାବାସ୍ୟା; ଜଗନ୍ନାଥ ମହାପ୍ରଭୂଙ୍କର ସାତପୁରୀ ଆମାବାସ୍ୟା (ଗଞ୍ଜାମରେ ଏଥିରେ ବନ୍ଧୁମାନଙ୍କର ପରସ୍ପରକୁ ଆଲିଙ୍ଗନ କରିବା ରୀତି ପ୍ରଚଳିତ ଅଛି) — The newmoon day of the mouth of Bhādra (in which friends embrace one another in Ganjam).