କିନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିନି
ଉଚ୍ଚାରଣ: Kini

ଦେ. ଅ —

କିନା ୭: (ଦେଖ) Kinā ୭ (See)

ପ୍ରାଦେ. (କଟକ ସହର) ଅ. (ଅସମାପିକା କ୍ରିୟା ପରେ ବ୍ୟବହୃତ) —

କରି; ପୂର୍ବକ —With; being.

ସେ. ରାଗିକିନି ଘର ଭିତରକୁ ଗଲେ କୁନ୍ତଳାକୁମାରୀ ସାବତ. ନଅତୁଣ୍ଡୀ