କିମିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିମିଆ
ଉଚ୍ଚାରଣ: Kimiā
যাদু कीमिया

ବୈଦେ. ବି. (ଆ. କିମିୟା=ରସାୟନ ବିଦ୍ୟା; ତୁଳ. ଇଂ. କେମିଷ୍ଟ୍ରି) —

୧: ମନ୍ତ୍ର ଯନ୍ତ୍ର; ଗାରଡ଼ି ବିଦ୍ୟା; ଗୁଣି; ୟାଦୁ — ୧. Black art; charm.

୨: ଇନ୍ଦ୍ରଜାଲ —୨. Magic.

୩: ତାନ୍ତ୍ରିକ ଅଭିଚାର —୩. Tantric incantations. used against an enemy.