କିରଣ
ଦେଖଣା
କିରଣ —
ଉଚ୍ଚାରଣ: Kiraṇa
ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) —
୧: ଚନ୍ଦ୍ର ଓ ସୂର୍ଯ୍ୟଙ୍କ ତେଜ — ୧. Rays of the sun and the moon.
୨: ଅଂଶୁ —୨. Ray.
୩: ତେଜ —୩. Brilliancy.
୪: ଆଲୋକ ରଶ୍ମି —୪. Beam of light.
୫: ଗ୍ରନ୍ଥର ପରିଚ୍ଛେଦ ବା ପ୍ରକରଣ — ୫. part or chapter of a book.
୬: (+କର୍ତ୍ତୃ. ଅ)—ସୂର୍ଯ୍ୟ —୬. The sun.