କିରଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରଣ
ଉଚ୍ଚାରଣ: Kiraṇa

ସଂ. ବି. (କୃ ଧାତୁ=ବିକ୍ଷେପ କରିବା+କର୍ମ. ଅନ) —

୧: ଚନ୍ଦ୍ର ଓ ସୂର୍ଯ୍ୟଙ୍କ ତେଜ — ୧. Rays of the sun and the moon.

୨: ଅଂଶୁ —୨. Ray.

୩: ତେଜ —୩. Brilliancy.

୪: ଆଲୋକ ରଶ୍ମି —୪. Beam of light.

୫: ଗ୍ରନ୍ଥର ପରିଚ୍ଛେଦ ବା ପ୍ରକରଣ — ୫. part or chapter of a book.

୬: (+କର୍ତ୍ତୃ. ଅ)—ସୂର୍ଯ୍ୟ —୬. The sun.