କିରିଆ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିରିଆ କରିବା
ଉଚ୍ଚାରଣ: Kiriā karibā

ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର ତୁଳ; ହି. କିରିୟାଖାନା) କ୍ରି. —

ହଲପ କରିବା; ଶପଥ କରିବା —To swear.