କିଷ୍କିନ୍ଧ୍ଯାଧିପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିଷ୍କିନ୍ଧ୍ୟାଧିପ
ଉଚ୍ଚାରଣ: Kishkindhyādhipa

ସଂ. ବି. (୬: ଷ୍ଠୀ ତତ୍; କିଷ୍କିନ୍ଧ୍ୟ+ଅଧିପ) —

୧: ବାନର— ରାଜ ବାଳୀ —୧. Name of the monkey-king, Bāḻī.

୨: ବାନରରାଜ ସୁଗ୍ରୀବ —୨. Name of the monkey- king, Sugrība.