କିସ୍ମସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିସ୍ମସ୍
ଉଚ୍ଚାରଣ: Kismas

ବୈଦେ. ବି. (ଇଂ. କ୍ରିଷ୍ଟମାସ୍) —

ଖ୍ରୀଷ୍ଟିଆନ୍ମାନଙ୍କର ବଡ଼ଦିନ ପର୍ବ; ଖ୍ରୀଷ୍ଟମାସ୍ ପର୍ବ —Christmas.