କିସ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କିସ କରିବା
ଉଚ୍ଚାରଣ: Kisa karibā

ପ୍ରାଦେ. (ସମ୍ବଲପୁର) କ୍ରି —

ଈର୍ଷା କରିବା — To be spiteful; to grudge.

ଦେ. କ୍ରି. —

କଅଣ କରିବା —What to do.