କୀଟଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଟଜ
ଉଚ୍ଚାରଣ: Kīṭaja

ସଂ. ବି. (କୀଟ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ; ୟାହା କୀଟଠାରୁ ଜନ୍ମେ) —

ରେଶମ —Silk.

ସଂ. ବି —

୧: କୀଟଙ୍କଠାରୁ ଜାତ — ୧. Produced by worms.

୨: ରେଶମୀ —୨. Silken.