କୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀର
ଉଚ୍ଚାରଣ: Kīra

ସଂ. ବି. (କୀ=ଶବ୍ଦାନୁକରଣ + ଈର୍ ଧାତୁ=ପ୍ରେରଣ କରିବା +କର୍ତ୍ତୃ. ଅ) —

୧: ଶୁକପକ୍ଷୀ; ଶୁଆ —୧. Parrot.

୨: ମାଂସ —Flesh.

୩: ଦେଶବିଶେଷ; କାଶ୍ମୀର — ୩. The country of Kashmere.

୪: କାଶ୍ମୀର ଦେଶବାସୀ ବ୍ୟକ୍ତି — ୪. A resident of Kashmere.