କୀଳକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳକ
ଉଚ୍ଚାରଣ: Kīḻaka

ସଂ. ବି. (କୀଳ+ସ୍ବାର୍ଥରେ କ.) —

୧: ବନ୍ଧନାର୍ଥ ଖୁଣ୍ଟ — ୧. Pillar; post.

୨: ଖୁଣ୍ଟି —୨. Small pillar; stake.

୩: କୀଳା; ଖୁଣ୍ଟା; ଗେଁଜଣା —୩. Peg.

୪: ତନ୍ତ୍ରୋକ୍ତ ଦେବତାବିଶେଷ —୪. A class of Deities mentioned in the Tantras.

୫: ଶରୀରକୁ କୀଳିବା ମନ୍ତ୍ର —୫. An incantation used for the purpose of making one's body invulnerable.

୬: ସ୍ତବବିଶେଷ —୬. A hymn recited before the recital of the chief hymn.

[ଦ୍ର—ଏ ସ୍ତବପାଠଦ୍ବାରା ମନ୍ଦ ପ୍ରଭାବ ଆଦିରୁ ସ୍ତବକାରୀକୁ ରକ୍ଷା କରାଯାଏ]

୭: (ସୁଶ୍ରୁତ) ଭଙ୍ଗାହାଡ଼କୁ ସିଧା କରି ବାନ୍ଧିବା ପାଇଁ ବ୍ୟବହୃତ କାଠପଟା — ୭. A splint for confining broken bones.

୮: ମନ୍ତ୍ରର ମଧ୍ୟଭାଗ — ୮. The middle portion of a mantra.

୯: (ଜ୍ଯୋତିଷ) ବାର୍ହଷ୍ପତ୍ୟ ବର୍ଷ ଗଣନା ଚକ୍ରର ୬: ବର୍ଷ ମଧ୍ୟରୁ ଦ୍ବିଚତ୍ବାରିଂଶ ବର୍ଷର ନାମ — ୯. (Astrology) Name of the ୪୨nd year of the cycle of ୬୦ years of the planet Jupiter.

[ଦ୍ର—ଏ ବର୍ଶ ଅମଙ୍ଗଳ ନାଶ ହୋଇ ସର୍ବତ୍ର ମଙ୍ଗଳ ଘଟେ]