କୀଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳା
ଉଚ୍ଚାରଣ: Kīḻā

ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)—

୧: ବନ୍ଧନ ଖୁଣ୍ଟ — ୧. A post for tying or tethering.

୨: ଖିଲ —୨. Peg; wedge.

୩: (ହିନ୍ଦୁପୁରାଣ) ପୃଥିବୀକୁ ସ୍ଥିର ବା ଦୃଢ଼ବଦ୍ଧ କରିବା ସକାଶେ ଆଠ ଦିଗରେ ଥିବା ଆଠଗୋଟି କାଳ୍ପନିକ ଖୁଣ୍ଟ; ଅଷ୍ଟକୁଳାଚଳ — ୩. (Hindu mythology) One of the ୮ imaginary mountains holding the earth fixed in the ୮ points of the compass.

୪: ଅଗ୍ନିଶିଖା — ୪. Flame of burning fire.

୫: କହୁଣୀ —୫. Elbow.

୬: କହୁଣିଆଁ; କହୁଣୀମାଡ଼ — ୬. A blow with the elbow.

୭: କ୍ଷୁଦ୍ର ଅଂଶ; କଣା —୭. Minute particle.

୮: ମୈଥୁନ ସମୟରେ ପ୍ରଦତ୍ତ ମୁଷ୍ଟ୍ୟାଘାତ — ୮. A vlow dealt during copulation (M.W.)

ଦେ. ବି —

୧: ନାମାକ୍ଷର ସଂଯୁକ୍ତ ଖୁଣ୍ଟ — ୧. Sign-post.

୨: ଲେଖା ହୋଇଥିବା ବିଷୟକୁ କାଟିବା ରେଖା — ୨. A line drawn through a written matter for scoring it through.

୩: ବିବାଦୀୟ କୌଣସି ଫସଲ ବା ଜମିକୁ ରାଜାଙ୍କ ନାମରେ ଅଟକ କରିବା ସକାଶେ ପୋତିବା ଖୁଣ୍ଟା ବା ତାଗା; ଝୁଣ୍ଟା —୩. A pole put on a disputed thing or land in the name of the king prohibiting either party touching or going near the subject in dispute pending authoritative decision of the dispute.

୪: ଭୂଷା ବା ବିଧା — ୪. A blow with the clenched fist.

୫: ଅପରାଧୀକୁ ଶୂଳୀ ଚଢ଼ାଇବା ନିମନ୍ତେ ବ୍ୟବହୃତ ଶୂଳୀ — ୫. A pointed spike on which criminals, condemned to be killed used formerly to be impaled through the anus.

୬: କୀଳିବା କାର୍ଯ୍ୟ (କୀଳିବା ଦେଖ) ୬. Act of Kīḻibā.

୭: (ବଣିଆ ଶବ୍ଦ) ଲୁହା ବା କଂସାରେ ତିଆରି ଯନ୍ତ୍ର— ବିଶେଷ —୭. An instrument made of iron or bell-metal.

[ଦ୍ର—ଏହା ସାହାଯ୍ୟରେ ସୁନାରୂପାର ନିନ୍ଦା ଗୋଲାକାର ପିଣ୍ଡ ତିଆରି ହୁଏ]

ଦେ. ବିଣ —

୧: କୀଳିତ; କୀଳା ଯାଇଥିବା — ୧. Bolted (door).

୨: ଗାର ପଡ଼ି କଟା ଯାଇଥିବା (ଲେଖା) — ୨. Scored through (writing).