କୀଳାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୀଳାଇବା
ଉଚ୍ଚାରଣ: Kīḻāibā

ଦେ. କ୍ରି —

କୀଳିବା କ୍ରିୟାର ଣିଜନ୍ତରୂପ — Causative form of Kīḻibā.

ମାନ୍ତ୍ରିକମାନଙ୍କୁ ଡକାଇ କୃଷ୍ଣର ହୃଦୟ କୀଳାଇ ପ୍ରାଚୀ. ଭୂପତି. ପ୍ରେମପଞ୍ଚାମୃତ