କୁଆଁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଁର
ଉଚ୍ଚାରଣ: Kuāñra

ଦେ. ବି —

୧: ଅବିବାହିତ ଯୁବକ — ୧. Unmarried young man; a bachelor.

কুঁআর कुँआर

କୁମାର —୨. Male child.

୩: ଗମ୍ଭାରୀ (ଦେଖ) ୩. Gambhārī (See)

ପ୍ରାଦେ. (ସମ୍ବଲପୁର; ତୁଳ; ହି. କ୍ବାର=ଆଶ୍ବିନ ମାସ) ବି —

କାର୍ତ୍ତିକମାସ —Month of Kārttika.

ପ୍ରାଦେ. (ଗଡ଼ଜାତ) ବି —

ଗାଈଗୋଠ —Cattle-pen.