କୁଆଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଆଶା
ଉଚ୍ଚାରଣ: Kuāṡā

ଦେ. ବି. (କୁ+ଆଶା) —

ଦୁରାଶା; ଦୁରାକାଙ୍ଖୀ — Vain hope.

ପ୍ରାଦେ. ବି. (ମେଦିନୀପୁର)(ସଂ. କୁଜ୍ଝଟିକା; ତୁଳ; ବଂ. କୋୟାଶା; ହି. କୁହାସା) —

କୁହୁଡ଼ି —Fog; frost.