କୁଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଇ
ଉଚ୍ଚାରଣ: Kui

ପ୍ରାଦେ. (ବାଲେଶ୍ବର ଓ ମେଦିନୀପୁର) ବି —

୧: ଦଧଭାଣ୍ଡ — ୧. The pot for curd.

୨: କୋଇ; ବଣିଆମାନଙ୍କ ଧାତୁ ଆଉଟିବା ପାତ୍ର — ୨. Goldsmith's crucible.

ଦେ. ବି —

କନ୍ଧମାନଙ୍କ ମାତୃ ଭାଷା — Kui; the mother-tongue of the Kandhas.

[ଦ୍ର—ଏ ଭାଷାର ଲିଖିତ ଆକାର ଥିବାରୁ ଏହା ଇଂରାଜି ଓ ଓଡ଼ିଆଭାଷା ସାହାଯ୍ୟରେ ଶିକ୍ଷା କରାଯାଏ ଓଡ଼ିଶାର କନ୍ଧମାନେ ବିଦ୍ୟାଳୟରେ ଓଡ଼ିଆଭାଷା ଶିକ୍ଷା କରୁଅଛନ୍ତି]