କୁକୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁକୁର
ଉଚ୍ଚାରଣ: Kukura
কুকুর कुकर, कूत्ता

ସଂ. ବି (କୁ=ମନ୍ଦ; କର୍କଶ+କୁର୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅ) —

୧: ଶ୍ବାନ; କୁକୁର —୧. Dog.

[ ଦ୍ର—ଅନେକ ଜାତିର କୁକୁର ଅଛନ୍ତି ଏମାନେ ବଡ଼ ପ୍ରଭୁଭକ୍ତ ଏମାନଙ୍କର ଅତି ଅଳ୍ପ ନିଦ୍ରା ହୁଏ ଏମାନେ ପହରା ଦେବା, ଚୋର ଧରିବା, ଗାଡ଼ି ଟାଣିବା ଓ ଶୀକାର କରିବା ପ୍ରଭୃତି କାର୍ୟ୍ୟରେ ତାଲିମ୍ ହୁଅନ୍ତି ଏମାନଙ୍କର ଘ୍ରାଣଶକ୍ତି ବଡ଼ ପ୍ରବଳ ବିଷ୍ଠା ଖାଇବା ଏମାନଙ୍କର ପ୍ର୘ୃତ ମାଈକୁକୁରକୁ କୁତୀ କହନ୍ତି ଏମାନେ ବର୍ଷକେ ଥରେ ୩୪:ଟି ଛୁଆ ପ୍ରସବ କରନ୍ତି ହେଟା, ବିଲୁଆ, କୋକି ଆଦି କୁକୁର ଜାତୀୟ]

୨: ୟଦୁ ବଂଶୀୟ ଅନ୍ଧକରାଜପୁତ୍ର — ୨. Name of a prince of the J̄adu race.

୩: ଗ୍ରନ୍ଥିପର୍ଣ୍ଣୀ ଗୁଳ୍ମ; ଗଣ୍ଠିଅନ (ଦେଖ) ୩. Ganṭhianā (See)