କୁଜଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜଙ୍ଗ
ଉଚ୍ଚାରଣ: Kujaṅga

ଦେ. ବି (ନାମ) —

ଓଡ଼ିଶା ମୋଗଲବନ୍ଦି କଟକ ଜିଲ୍ଲା ଅନ୍ତର୍ଗତ ଜମିଦାରୀ ରାଜ୍ୟବିଶେଷ —Name of a permanently settled estate on the sea-board of the district of Cuttack.

[ଦ୍ର—ଏହି ରାଜବଂଶ ଧୋବେଇ ରାଜବଂଶରୁ ସମ୍ଭୁତ ଖ୍ରୀଷ୍ଟ ଷୋଡ଼ଶ ଶତାବ୍ଦୀରେ ସେମାନେ କନିକାରାଜାଙ୍କ ସାହାର୍ୟ୍ୟରେ ସେହି ଅଞ୍ଚଳରେ କିଲ୍ଲାଦାରମାନଙ୍କୁ ବଶୀଭୂତ କରି ଏହି ରାଜ୍ୟ ସ୍ଥାପନ କରିଥିଲେ ଇଂରାଜୀ ଅମଳରେ ଏ ରାଜ୍ୟ ନିଲାମ ହେବାରୁ ବର୍ଦ୍ଧମାନର ମହାରାଜ ଏହାକୁ ଖରିଦ କଲେ]