କୁଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଜା
ଉଚ୍ଚାରଣ: Kujā

ସଂ. ବି. ସ୍ତ୍ରୀ (କୁ= ପୃଥିବୀ+ଜନ୍ ଧାତୁ+ କର୍ତ୍ତୃ. ଅ+ସ୍ତ୍ରୀ.ଆ; ପୃଥବୀରୁ ଜାତ ହୋଇଥିବାରୁ) —

୧: ରାମପତ୍ନୀ ସୀତା — ୧. A name of Sītā wife of Rāma.

୨: କାତ୍ୟାୟନୀ; ଦୁର୍ଗା (ହି. ଶବ୍ଦସାଗର) — ୨. Goddess Durgā

ପ୍ରାଦେ. (ଗଞ୍ଜାମ) ବୈଦେ. (ତେ.) ବି—(ଢୁଳ. ବଂ. କୁଜା= ମାଠିଆ; ଫା ଓ ହି. କୁଜା= ମାଟିର ଛୋଟାମୁହାଁ ହାଣ୍ଡି; ବଣା) —

ସୋରେଇ: ସରୁ ଓ ଲମ୍ବା ମୁହଁ ଥିବା ଜଳପାତ୍ର — A long and narrow-necked waterjug.

কুজড়া; কুজা घरटुटा; कुबड़ा
(କୁ଼ଜୀ—ସ୍ତ୍ରୀ)

ଦେ. ବିଣ. ପୁଂ (ସଂ. କୁବ୍ଜ) —

୧: କୁବ୍ଜ; ଉଚ୍ଚବକ୍ର; ଉପର ଆଡ଼କୁ ଗୋଲ ହୋଇ ବଙ୍କା —୧. Crooked.

୨: ୟାହାର ପିଠିରେ କୁଜ ବାହାରିଥାଏ; କୁବ୍ଜ— ପୃଷ୍ଠ; କୁଜାପିଠିଆ —୨. Hump-backed; hunch-backed.