କୁଟା

ଉଇକିଅଭିଧାନ‌ରୁ

ଦେଶଜ (ବିଶେଷ୍ୟ)[ସମ୍ପାଦନା]

  • ଶୁଖିଲା ନଡା
  • ବେଙ୍ଗଳାରେ ମକଚି ହୋଇଥିବା ଧାନର ଛଣ; ପାଳ
  • କ୍ଷୁଦ୍ର ନଡା ଖଣ୍ଡ
  • ତୃଣ
  • କୁଟିବା କ୍ରିୟା
  • ଢିଙ୍କିରେ ଧାନକୁ କୁଟି ତହିଁରୁ ଚାଉଳ ବାହାର କରିବା ପ୍ରକ୍ରିୟା
  • ଧାନ କୁଟି ଛାଉଳ ବାହାର କଲେ କେତେ ଧାନରୁ କେତେ ଚାଉଳ ବାହାରିବ, କିମ୍ବା କେତେ ଧାନ କୁଟିବାକୁ ଦେଲେ କେତେ ଚାଉଳ ମିଳିବ ଏହା ଯେଉଁ ଗାଣିତିକ ପ୍ରଣାଳୀରୁ ଜଣାଯାଏ
  • ପ୍ରହାର; ମାଡ

ଦେଶଜ (ବିଶେଷଣ)[ସମ୍ପାଦନା]

  • କୁଟ୍ଟିତ
  • କ୍ଷୀଣ; ଶୀର୍ଣ୍ଣ