କୁଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ା
ଉଚ୍ଚାରଣ: Kuṟḍ̠ā

ପ୍ରାଦେ. (ସମ୍ବଲପୁର) ବି —

କୋଡ଼ା (ଦେଖ) Koṟḍ̠ā (See)

ପ୍ରାଦେ. (ବାଲେଶ୍ବର) ବି —

ସବାରି କାନ୍ଧେଇବା ଶୂଦ୍ର ଜାତି— ବିଶେଷ —AṠūdra caste of palki-bearers.