Jump to content

କୁଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ି
ଉଚ୍ଚାରଣ: Kuṟḍ̠i

ସଂ. ବି—(କୁଡ଼ ଧାତୁ=ଏକତ୍ର କରିବା+ଅଧିକରଣ. ଇ) —

ଶରୀର —The body.

ପ୍ରାଦେ. (ସମ୍ବଲପୁର, ବାଲେଶ୍ବର) ବି (ସଂ. କୁଟ୍ଟଧାତୁ=ଛେଦନ କରିବା) —

କୋଡ଼ି; ଫାଉଣ୍ଡା —Spade.