କୁଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ିଆ
ଉଚ୍ଚାରଣ: Kuṟḍ̠iā
কুঁড়য়া,কুডো कटिया, कुरिया

ଦେ. ବି (ସଂ. କୁଟୀ) —

୧: କ୍ଷୁଦ୍ର ଗୃହ; କୁଟୀର — ୧. Hut

ଦକ୍ଷିଣରେ ଗନ୍ଧର୍ବେ ଋଷି କୁଡ଼ିଆରେ— କୃଷ୍ଣସିଂହ. ମହାଭାରତ. ଉଦ୍ଗୋଗପର୍ବ

୨: ପର୍ଣ୍ଣଶାଳା; ପତର କୁଡ଼ିଆ —୨. Hovel; temporary shed made of twigs and leaves.

ପ୍ରାଦେ (ପୁରୀ) ବି —

କୁଡ଼ୁଆ (ଦେଖ) — Kuṟḍ̠uā (See)