କୁଡ଼ୁକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ୁକା
ଉଚ୍ଚାରଣ: Kuṟḍ̠ukā

ପ୍ରାଦେ. (ବାଲେଶ୍ବର) ବି (ସଂ. କୁଡ଼ିକା=ଗିନା) —

ଅଣକ; ଡ଼ଙ୍କି —A wooden or metal spoon.

ସୁବର୍ଣ୍ଣ ଥାଳିରେ ସୁନା କୁଡ଼ୁକାରେ ପରଶନ୍ତି ବେଗ ବେଗ— ଧର୍ମପୂରାଣ