କୁଡ଼ୁମି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଡ଼ୁମି
ଉଚ୍ଚାରଣ: Kuṟḍ̠umi

ଦେ. ବି —

୧: ସିଂହଭୂମ, ସମ୍ବଲପୁର ଓ ଗଡ଼ଜାତର କୃଷିଜୀବୀ ଜାତିବିଶେଷ; କୁରୁମୀ ଜାତି — ୧. The Kurumī caste of Singhbhoom, Sambalpur and the Orissa States.

୨: କୁରୁମୀ ଜାତିଙ୍କ ମାତୃଭାଷା — ୨. The mother tongue of the Kurumī people.