କୁଢ଼କେଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଢ଼କେଲି
ଉଚ୍ଚାରଣ: Kuṟḍ̠ẖakeli

ପ୍ରାଦେ. (ଗଞ୍ଜାମ) ବି (ସଂ. କୁଢ଼ ଧାତୁ+କେଳ) —

ବାଲି ଗଦା କରି ତହିଁରେ ଖେଳିବା ଏକ ପ୍ରକାର ଖେଳ; ଧୂଳି ଖେଳ —A kind of children's sport consisting of making heaos of sand and playing with them.