କୁଣନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣନ
ଉଚ୍ଚାରଣ: Kuṇana

ସଂ. ବି. (କୁଣ=ଶବ୍ଦ କରିବା +ଭାବ. ଅନ) —

ଜନ୍ତୁମାନଙ୍କର ରବ ବା ଶବ୍ଦ —Sound produced by animals.

ପ୍ରାଦେ. (ମେଦିନୀପୁର; ତୁଳ. ବଂ. କୂଣୀ) —

ଶାରୀରିକ ବେଦନା — Bodily pain.