କୁଣନ
ଦେଖଣା
କୁଣନ —
ଉଚ୍ଚାରଣ: Kuṇana
ସଂ. ବି. (କୁଣ=ଶବ୍ଦ କରିବା +ଭାବ. ଅନ) —
ଜନ୍ତୁମାନଙ୍କର ରବ ବା ଶବ୍ଦ —Sound produced by animals.
ପ୍ରାଦେ. (ମେଦିନୀପୁର; ତୁଳ. ବଂ. କୂଣୀ) —
ଶାରୀରିକ ବେଦନା — Bodily pain.
କୁଣନ —
ଉଚ୍ଚାରଣ: Kuṇana
ସଂ. ବି. (କୁଣ=ଶବ୍ଦ କରିବା +ଭାବ. ଅନ) —
ଜନ୍ତୁମାନଙ୍କର ରବ ବା ଶବ୍ଦ —Sound produced by animals.
ପ୍ରାଦେ. (ମେଦିନୀପୁର; ତୁଳ. ବଂ. କୂଣୀ) —
ଶାରୀରିକ ବେଦନା — Bodily pain.