କୁଣ୍ଡଗୋଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡଗୋଳ
ଉଚ୍ଚାରଣ: Kuṇḍagoḻa

ସଂ. ବି. (କୁଣ୍ଡ+ଗୋଳ) —

୧: ଜାଉ — ୧. Gruel (M.W.)

୨: କୁଣ୍ଡ ସନ୍ତାନ ଓ ଗୋଳକ ସନ୍ତାନଚୟ; ବ୍ୟଭିଚାରିଣୀ ସଧବା ଓ ବିଧବାର ଗର୍ଭଜାତ ସନ୍ତାନଗଣ — ୨. A number or company of Kuṇḍa and Goḻaka class of sons.

୩: କାଞ୍ଜି (ଶବ୍ଦକଳ୍ପଦ୍ରୁମ) — ୩. Sour boiled rice-water.

୪: ବାସି ପଖାଳ — ୪. Sour rice (M.W.)