କୁଣ୍ଡଳ
ଦେଖଣା
କୁଣ୍ଡଳ —
ଉଚ୍ଚାରଣ: Kuṇḍaḻa
ସଂ. ବି. (କୁଣ୍ଡ୍ ଧାତୁ=ଶୋଭା ପାଇବା+କର୍ତ୍ତୃ. ଆଳ) —
୧: କର୍ଣ୍ଣଭୂଷଣବିଶେଷ — ୧. A kind of earring; eardrop.
୨: ବଳୟ; କଙ୍କଣ; ଖଡ଼ୁ —୨. A bracelet.
୩: ଗୋଡ଼ର ବେଡ଼ି — ୩. A chain for the legs; fetters.
୪: ବଳୟାକୃତ ବନ୍ଧନୀ; ପାଶ; ଫାଶ — ୪. Coil or circular snare; a noose.
୫: ସମୂହ — ୫. Collection; group; assemblage.
୬: ଦଉଡ଼ିର ଗୋଟିଏ ଫାଶ ବା ମୋଡ଼ା — ୬. Coil of a rope.
୭: ଗୁଡ଼ରେ ହୋଇଥିବା ଚକ୍ରାକୃତି — ୭. Circular shape; spiral snape.
୮: ଗୋଳାକୃତି ଚିହ୍ନ — ୮. A round or circular mark.
୯: ବିବାହିତା ସ୍ତ୍ରୀର ଜାରଜ ପୁତ୍ର — ୯. Illegitimate son of a married woman; son born out of wedlock.
ଦେ. ବି —
ଚିଲିକାର ଏକପ୍ରକାର ଲୁଣିମାଛ — A kind of sea-fish of the Chilka lake.