କୁଣ୍ଡଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡଳୀ
ଉଚ୍ଚାରଣ: Kuṇḍaḻī

ସଂ. ବି. (କୁଣ୍ଡଳ+ଅଛି ଅର୍ଥରେ ଇନ୍. ୧: ମା. ୧: ବ) —

୧: ସର୍ପ (ଏହା କୁଣ୍ଡଳାକୃତି ହୋଇ ଗୁଡ଼େଇ ଗୁଡ଼େଇ ହୋଇ ଶୁଏ) —୧. Serpent (which coils itself into a circle while resting).

୨: ମୟୂର (ଏହାର ଲାଞ୍ଜରେ ଚନ୍ଦ୍ରିକା ବା ଚକ୍ରଚିହ୍ନ ଥିବାରୁ) —୨. Peacock (having circular marks mon its tail).

୩: ଶିବ —୩. god Ṡiba.

୪: ବରୁଣ (ଏହାଙ୍କର ଅସ୍ତ୍ର ପାଶ) — ୪. The sea-god of the Hindus (having a noose as his emblematic weapon).

୫: ବାହୁଟିଆ; ଚିତ୍ରମୃଗ —୫. Spotted deer (having white circuler markes on the skil).

୬: ବନ୍ୟଗୁଳ୍ମବିଶେଷ (ହି. କଣ୍ଟା ଗୁଡ଼କମାଇ; ବଂ. ତ୍ରିକଣ୍ଟକ— ଗତି) —୬. Azima Titracantha (Kirtikar).

୭: ସୁନାରୀ ବଣିଆ —୭. Goldsmith.

ବଳୟ ଏକ ପୃଥ୍ବୀ ଦେବୀଙ୍କ ପାଇଁ କେଉଁ କୁଣ୍ଡଳୀ ନିର୍ମାଣି ଯେ ଭଞ୍ଜ. ବୈଦେହୀଶବିଳାସ

୮: (ଫଳତି ଜ୍ଯୋତିଷ) ଜନ୍ମକୁଣ୍ଡଳୀ; ମନୁଷ୍ୟର ଜାତକର ରାଶିମାନଙ୍କ ଅବସ୍ଥିଜ୍ଞାପକ ଚକ୍ର — ୮. (Astrology) A circular figure showing the respective positions mof the planets in a person's horoscope.

୯: ଗୁଳଞ୍ଚ; ଗୁଳୁଚିଲତା — ୯. Coccus Cordifolius (creeper).

୧: ଶ୍ବେତ କଞ୍ଚନ ବୃକ୍ଷ —୧୦. The tree Bouhinia Variegata. (M.W.)

(କୁଣ୍ଡଳିନୀ—ସ୍ତ୍ରୀ)

ସଂ. ବିଣ. ପୁଂ —

୧: କୁଣ୍ଡଳାକାରବିଶିଷ୍ଟ — ୧. Circular; coiled.

୨: ଯେ କୁଣ୍ଡଳ ପରିଧାନ କରିଥାଏ — ୨. Wearing eardrops.

୩: ଗୋଲ ହୋଇ ଗୁଡ଼ା ହୋଇଥିବା; ମୋଡ଼ାମୋଡ଼ା — ୩. Spiral; circular.

୪: ସାପ ପରି ଗୁଡ଼ାଇ ହେଇଥିବା — ୪. Winding; coiled as a snake.

ଦେ. ବି —

ଗୋରୁ ଛେଳିଆଦିଙ୍କ ଦାଉରୁ ରକ୍ଷା କରିବା ପାଇଁ କୋମଳ ଓ ନୂଆ ଗଛ ଚାରିପାଖରେ ଘୋରା ଯାଇଥିବା ବତାର ଜାଲି; ଗୋରଡ଼ି —Gabion; a bottomless cylindrical basket protector put round slender and new plants to protect them from the ravages of cattle.