କୁଣ୍ଡୂୟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଡୂୟା
ଉଚ୍ଚାରଣ: Kaṇḍūyā

ସଂ. ବି. ସ୍ତ୍ରୀ. (କଣ୍ଡୂୟ ନାମ ଧାତୁ+ଭାବ. ଅ+ସ୍ତ୍ରୀ. ଆ) —

୧: ଗଲୁ; କୁଣ୍ଡାଇ ହେବା —୧. Itching.

୨: ଗଲୁହେବା ସ୍ଥାନକୁ ରାମ୍ପିବା — ୨. Scratching of the itching parts.