କୁଣ୍ଢ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଢ
ଉଚ୍ଚାରଣ: Kuṇḍha
হাতের বেড় हातकाघेरा; गाद

ଦେ. ବି —

ବିସ୍ତାରିତ ବାହୁଦ୍ବୟମଧ୍ୟସ୍ଥ ବୃତ୍ତାକାର ବ୍ୟବଧାନ; ବାହୁ ପାଶଦ୍ବାରା ବେଷ୍ଟିତ ବୃତ୍ତ; ବୃତ୍ତାକାର ବାହୁଦ୍ବୟର ବେଷ୍ଟନୀ; ଦୁଇବାହୁର ବେଢ଼; ଦୁଇ ହାତର ଅଗ୍ରଭାଗକୁ ପରସ୍ପର ସ୍ପର୍ଶ କରି ବାହୁଦ୍ବୟକୁ ଚକ୍ରାକାର କଲେ ତହିଁଦ୍ବାରା ବେଷ୍ଟିତ ବ୍ୟବଧାନ — The circular space enclosed by the two arms by extending them and causing the finger ends to touch each other; the span of the two arms.

ସେ ଗଛର ଗଣ୍ଡିତ ଦଶଜଣ କୁଣ୍ଢ ତ ପାଇବ ଏକାବେଳକେ କଲେ କୁଣ୍ଡ କୃଷ୍ଣସିଂହ ମହାଭାରତ