କୁଣ୍ଢି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଣ୍ଢି
ଉଚ୍ଚାରଣ: Kuṇḍhi

ଦେ. ବିଣ. ସ୍ତ୍ରୀ —

ସ୍ଥୂଳକାୟା; ମୋଟୀ (ସ୍ତ୍ରୀ) — Corpulent (woman).

ପ୍ରାଦେ. (ଗଞ୍ଜାମ) ବି —

୧: ବାଉଁଶ ନିର୍ମିତ ଆଧାର; ଟୋକେଇ — ୧. A bamboo basket.

୨: ବୋଝ —୨. Load.

୩: ଲୁଣୀମାଟି ସଂଗ୍ରହ ହେବାପାଇଁ ଖୋଳାୟାଥିବା ଗର୍ତ୍ତ — ୩. The hole where saline earth is stored for being manufactured into salt.

ଲୁଣମାଟି ସଂଗ୍ରହ ହୋଇ ଯେଉଁ ଗର୍ତ୍ତରେ ଜମା ହୁଏ ସେ ଗର୍ତ୍ତର ନାମ କୁଣ୍ଢି—ଫକୀରମୋହନ. ଗଳ୍ପସ୍ବଳ୍ପ

ପ୍ରାଦେ. (ସମ୍ବଲପୁର) ବି —

କଣ୍ଢେଇ —Doll.