କୁତ୍ରିମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍ରିମୀ
ଉଚ୍ଚାରଣ: Kutrimī

ଦେ. ବିଣ. (କଚିରିଆ) —

୧: ପ୍ରତାରକ; ଛଳନା ପୂର୍ଣ୍ଣ — ୧. Fraudulent; artful.

୨: ଷଡ଼ୟନ୍ତ୍ରକାରୀ —୨. Conspiring.

୩: ଜାଲ୍କଲାବାଲା — ୩. Forger; fabricating forged documents.

୪: ଯେଉଁ ଲୋକ ମିଥ୍ୟା ମକଦ୍ଦମା ସର୍ଜନା କରେ — ୪. (a person) who gets up or fabricates false cases.