କୁତ୍ସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍ସା
ଉଚ୍ଚାରଣ: Kṇtsā

ସଂ. ବି. (କୁତ୍ସ ଧାତୁ=ନିନ୍ଦା କରିବା+ଭାବ. ଅ+ସ୍ତ୍ରୀ. ଆ) —

୧: ନିନ୍ଦା —୧. Blame; calumny.

୨: ଦୋଷ ବର୍ଣ୍ଣନ; ଅପବାଦ — ୨. Blasphemy; slander; scandal.

କୁତ୍ସା ପାଣ୍ଡବଙ୍କର ବୋଲିବାରୁ ତୁମ୍ଭେ ତୁମ୍ଭର ତେଜ ହାନି କରିଥାଉଁ ଆମ୍ଭେ କୃଷ୍ଣସିଂହ. ମହାଭାରତ. ଭୀକ୍ଷ୍ମ

୩: ଘୃଣା —୩. Contempt.

୪: ଭର୍ତ୍ସନା; ଗାଳିମନ୍ଦ —୪. Reproach; abuse.

୫: କୁତ୍ସିତପଣ —୫. Ugliness.

[ଦ୍ର—ଉଚ୍ଚାରଣ ଦୋଷରେ ଲୋକେ 'ତ୍ସ'କୁ 'ଚ୍ଛ' କହନ୍ତି]