କୁନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍
ଉଚ୍ଚାରଣ: Kun

ପ୍ରାଦେ. (ମେଦିନୀପୁର) ସର୍ବନାମ (ତୁଳ ବଂ. କେନ) —

କେଉଁ — What; which.

ବି. (ସଂ. କୋଣ) —

କୋଣ —Angle.