କୁନ୍ତ
ଦେଖଣା
କୁନ୍ତ —
ଉଚ୍ଚାରଣ: Kunta
ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ୟାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) —
୧: ପକ୍ଷଯୁକ୍ତ ଶର — ୧. Winged arrow; barbed dart.
୨: ତେଣ୍ଟା —୨. Lance; harpoon.
୩: ମୁନିଆ ଅସ୍ତ୍ରବିଶେଷ; ପ୍ରାସ ଅସ୍ତ୍ର — ୩. A pointed instrument with a long handle to thrust in to things.
ରଙ୍ଗୀ ନେତ୍ର ଉଚିତ, କୁନ୍ତ ତାଳି କିଞ୍ଚିତ,ଦେଲା ମରମେ ସୁକୁମାରୀ ମାରି ରେ ପ୍ରାଚୀନ ସଙ୍ଗୀତ
୪: ବରଛା —୪. Spear.
୫: ଶସ୍ୟବିଶେଷ —୫. A kind of grain.
୬: କାମକ୍ରୋଧାଦି ଶାରୀରିକ ରିପୁ —୬. Passion.
୭: କୀଟ —୭. Insect.
୮: କ୍ଷୁଦ୍ର ଜୀବ —୮. Small animal. (Apte)
୯: କୁନ୍ତିଭୋଜ (ରାଜା) (ଦେଖ) ୯. Kuntibhoja (king) (See)
ପ୍ରାଦେ. (ବାଲେଶ୍ବର) ବି —
ବଡ଼ ମାଠିଆ — A big pitcher or narrow-mouthed jar.