କୁନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ତ
ଉଚ୍ଚାରଣ: Kunta

ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ୟାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) —

୧: ପକ୍ଷଯୁକ୍ତ ଶର — ୧. Winged arrow; barbed dart.

୨: ତେଣ୍ଟା —୨. Lance; harpoon.

୩: ମୁନିଆ ଅସ୍ତ୍ରବିଶେଷ; ପ୍ରାସ ଅସ୍ତ୍ର — ୩. A pointed instrument with a long handle to thrust in to things.

ରଙ୍ଗୀ ନେତ୍ର ଉଚିତ, କୁନ୍ତ ତାଳି କିଞ୍ଚିତ,ଦେଲା ମରମେ ସୁକୁମାରୀ ମାରି ରେ ପ୍ରାଚୀନ ସଙ୍ଗୀତ

୪: ବରଛା —୪. Spear.

୫: ଶସ୍ୟବିଶେଷ —୫. A kind of grain.

୬: କାମକ୍ରୋଧାଦି ଶାରୀରିକ ରିପୁ —୬. Passion.

୭: କୀଟ —୭. Insect.

୮: କ୍ଷୁଦ୍ର ଜୀବ —୮. Small animal. (Apte)

୯: କୁନ୍ତିଭୋଜ (ରାଜା) (ଦେଖ) ୯. Kuntibhoja (king) (See)

ପ୍ରାଦେ. (ବାଲେଶ୍ବର) ବି —

ବଡ଼ ମାଠିଆ — A big pitcher or narrow-mouthed jar.